Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

#SeedhiBaat

SEE WINNERS

Share with friends

ପରିଚୟ :

ପ୍ରତିବଦ୍ଧତା, ସ୍ୱଚ୍ଛତା ଏବଂ ସଚ୍ଚୋଟତା ଯେକୌଣସି ସୁସ୍ଥ ସମ୍ପର୍କର ନିର୍ମାଣ ନିମନ୍ତେ ଖୁବ ଗୁରୁତ୍ୱପୂର୍ଣ୍ଣ; ଏହା ପରିବାର ସଦସ୍ୟ, ବନ୍ଧୁ, ଅଫିସ୍ ସହକର୍ମୀ, ଆମ ଗ୍ରାହକଙ୍କ ସହିତ ହେଉ କିମ୍ବା କୌଣସି କମ୍ପାନୀ ସହ ସମ୍ପର୍କ ହେଉ । ସେଥିପାଇଁ ସମସ୍ତ ସମ୍ପର୍କରେ "ସିଧା କଥା" ଆବଶ୍ୟକତା ।

"ସିଧା କଥା" କିମ୍ବା "ସିଧାସଳଖ କଥାବାର୍ତ୍ତା" ହେଉଛି ଏକ ଚିନ୍ତା, ଏକ ସ୍ୱର ଯାହା ଗୋଟେ ସମ୍ପର୍କରେ ସଚ୍ଚୋଟ ଏବଂ ପ୍ରତ୍ୟକ୍ଷ ବାର୍ତ୍ତାଳାପକୁ ପରିପ୍ରକାଶ କରିଥାଏ ।

IIFL ଫାଇନାନ୍ସର ସହଯୋଗରେ ଷ୍ଟୋରୀମିରର୍ #ସିଧା କଥା ଶୀର୍ଷକ ପ୍ରତିଯୋଗିତାର ଉପସ୍ଥାପନ କରୁଛି - ଯାହା ପ୍ରତିବଦ୍ଧତା, ସଚ୍ଚୋଟତା, ସ୍ୱଚ୍ଛତା ଏବଂ ମୂଲ୍ୟବୋଧ ସମ୍ପର୍କ ଦୃଷ୍ଟିରୁ "ସିଧା କଥା"ର ଗୁରୁତ୍ୱ ବିସ୍ତାର କରିବାକୁ ଇଚ୍ଛା ପ୍ରକାଶକରେ । 

ନିୟମ :

  • କାହାଣୀ, କବିତା କିମ୍ବା କୋଟ୍ ଲେଖିପାରିବେ, ଯାହାକି #ସିଧା କଥାର ବାର୍ତ୍ତା ପ୍ରଦାନ କରୁଥିବ ।
  • ଆପଣଙ୍କ ଲେଖାରେ ଏବଂ ଟ୍ୟାଗ୍ ଗୁଡ଼ିକରେ #ସିଧା କଥା ବ୍ୟବହାର କରନ୍ତୁ ।
  • ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • ଅଂଶଗ୍ରହଣକାରୀମାନେ କେବଳ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।
  • କାହାଣୀ, କବିତା କିମ୍ବା କୋଟ୍ ସଂଖ୍ୟାରେ କୌଣସି ସୀମା ନାହିଁ ।ଏହା ଆପଣ ଇଚ୍ଛା ଉପରେ ନିର୍ଭର କରେ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ସମ୍ପାଦକୀୟ ସ୍କୋର୍ ଏବଂ ଭୋଟ୍ ସଂଖ୍ୟା ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

 ବିଭାଗ :

  •  କାହାଣୀ
  •  କବିତା
  •  କୋଟ୍

ଭାଷା :

ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳା ।

ପୁରସ୍କାର :

ଶ୍ରେଷ୍ଠ ବିଜେତାମାନେ ନିଜର ପ୍ରିୟ କ୍ରିକେଟ୍ ସୁପରଷ୍ଟାର ରୋହିତ ଶର୍ମାଙ୍କ ସହିତ ସ୍ୱତନ୍ତ୍ର IIFL ଫାଇନାନ୍ସ ବାଣିଜ୍ୟ ପାଇବେ! ଅଧିକ ଜାଣିବା ପାଇଁ ପୁରସ୍କାର ବିଭାଗକୁ ଅନୁସରଣ କରନ୍ତୁ |

ଶ୍ରେଷ୍ଠ ୩ ଜଣ ବିଜେତା ଗୋଟିଏ ଲେଖାଏଁ ଡିଜିଟାଲ୍ ମାନପତ୍ର ପାଇବେ ଏବଂ ଷ୍ଟୋରୀମିରର୍ ଫିକ୍ସନ୍ ଲେଖା ପାଠ୍ୟକ୍ରମ (ଫାଉଣ୍ଡେସନ୍ ପାଠ୍ୟକ୍ରମ - http://sm-s.in/hiTr31d)କୁ ମାଗଣା ପ୍ରବେଶ କରିପାରିବେ ।

ପ୍ରତ୍ୟେକ ଭାଷା ଏବଂ ବର୍ଗର ଶ୍ରେଷ୍ଠ ୨୦ ବିଜେତାଙ୍କ ଲେଖା ଇ-ବୁକ୍ ଭାବରେ ପ୍ରକାଶିତ ହେବ ।

ସମସ୍ତ ଅଂଶଗ୍ରହଣକାରୀ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଏବଂ ବହି କ୍ରୟ ପାଇଁ ୧୦୦ ଟଙ୍କା ମୂଲ୍ୟର ଷ୍ଟୋରୀମିରର ସପ୍ ଭାଉଚର ପାଇବେ ।

ଯୋଗ୍ୟତା :

ଦାଖଲ ସମୟ - ୨୪ ସେପ୍ଟେମ୍ବର, ୨୦୨୦ (୦୦ : ୦୧ ଘଣ୍ଟା) - ୨୦ ଅକ୍ଟୋବର, ୨୦୨୦ ( ୨୩ : ୫୯ ଘଣ୍ଟା ) IST ।

ମତଦାନ ସମୟ - ୨୫ ଅକ୍ଟୋବର, ୨୦୨୦ - ୧୫ ନଭେମ୍ବର, ୨୦୨୦

ଫଳାଫଳ - 27 ନଭେମ୍ବର, 2020

ଯୋଗାଯୋଗ:

ଇ-ମେଲ୍ : admin@storymirror.com

ଫୋନ୍ ନମ୍ବର : +91 9372458287



Trending content
24 281