STORYMIRROR

Tapan Dixit

Tragedy Abstract

2  

Tapan Dixit

Tragedy Abstract

ରାତିର ଛାତିରୁ ଶୂନ୍ୟତା ସାଉଁଟି

ରାତିର ଛାତିରୁ ଶୂନ୍ୟତା ସାଉଁଟି

1 min
2.3K


ରାତିର ଛାତିରୁ ଶୂନ୍ୟତା ସାଉଁଟି

ସେଇ ସହରକୁ ଖୋଜେ

ଯେଉଁ ସହରରେ ଦିନେ ଥିଲୁ ବସି

ମୋ ପାଇଁକି ସଜବାଜେ,

ଶିରି ଶିରି ଦେହେ ଖେଳିଯାଉଥିଲା

ତୋ ପାଇଁ କି ଶିହରଣ

ହେଲେ ସେଇ ସ୍ମୃତି ଆଜି ସାଥି ମୋର

ମରଣର ଆମନ୍ତ୍ରଣ ।।

ତପନ ଦୀକ୍ଷିତ(ବେଳାଭୂମି) ୧.୧୦.୨୦୧୭


Rate this content
Log in

Similar oriya poem from Tragedy