STORYMIRROR

Tapan Dixit

Romance

2  

Tapan Dixit

Romance

ଆଙ୍କିଲ ଯେଉଁ ଛବି

ଆଙ୍କିଲ ଯେଉଁ ଛବି

1 min
14K


ସଜଳ ଆଖିର କଜଳରେ ତୁମେ 

ଆଙ୍କିଲ ଯେଉଁ ଛବି

କାମନା କାଉଁରି ପରଶରେ ମୋତେ 

ସଜାଇଲ ଏକ କବି 

ସପନରେ ଦେଲ କୃଷ୍ଣଚୂଡ଼ାର 

ରଙ୍ଗ ଅବିର ବୋଳି 

ଶ୍ରାବଣ ବର୍ଷାରେ ଭିଜିଲେ ବି ଆଜି 

ଦେହଟା ଯାଉଛି ଜଳି ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance