STORYMIRROR

Gyanendriya Dash

Romance

3  

Gyanendriya Dash

Romance

ପ୍ରେମର ପ୍ରଥମ ରାତି

ପ୍ରେମର ପ୍ରଥମ ରାତି

1 min
442


ପ୍ରେମର ପ୍ରଥମ ରାତି, ଲାଗେ ସତେ ଭାରି ନୂଆଁ ନୂଆଁ।

ନୂଆଁ ସ୍ମୃତି ଅନୁଭୂତି, ନୂଆଁ ସାଥୀ ସଙ୍ଗତେ ଦୁନିଆଁ।


ନିଃସଙ୍ଗ ଜୀବନେ ଆସେ ସଙ୍ଗିନୀର ରୁଣୁଝୁଣୁ ସ୍ୱର।

ଜୀବନର ଦ୍ଵିତୀୟାର୍ଦ୍ଧେ,ଚାଲିବାକୁ ପାଦ ଅଗ୍ରସର।


ମିଠା ମିଠା ଭାବନାରେ, ଗଢ଼ି ହୁଏ ସ୍ବପ୍ନରମୀନାର।

ପ୍ରିୟତମା ମନେ ହୁଏ, ନିଃସ୍ୱଟିର ପ୍ରୀତି ଉପହାର।


ଏକ ମନ ଏକ ସ୍ୱର, ଜୀଇଁବାର ଏକ ହିଁ ଶପଥ।

ଗଢ଼ିଦେବୁ ସୁନାର ସଂସାର,ପୂର୍ଣ୍ଣ ହେବ ସର୍ବ ମନୋରଥ।


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance