ଅନିଲ କୁମାର ଲେଙ୍କା
Literary Brigadier
AUTHOR OF THE YEAR 2021 - NOMINEE
204
Posts
0
Followers
0
Following
ଜଣେ ସାହିତ୍ୟ ପ୍ରେମୀ ପାଠକ ତଥା ସାଧକ। ସରକାରୀ ଚାକିରିର ବ୍ୟସ୍ତତା ସତ୍ତ୍ୱେ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା ବସତଃ ସମୟ ବାହାର କରି ଲେଖାଲେଖି କରେ। ବିଭିନ୍ନ ଶୈଳୀରେ କବିତା ଉପସ୍ଥାପନ କରିବାରେ ଆନନ୍ଦ ପାଏ। ଗପ/ କାହାଣୀ ଲେଖିବା ମୋର ଅନ୍ୟତମ ଆଗ୍ରହ କ୍ଷେତ୍ର। ନିଜେ ଲେଖିବା ସହ ଅନ୍ୟ କବି/ଲେଖକଙ୍କର ଗପ/କବିତାକୁ ସମୀକ୍ଷା ମଧ୍ୟ କରିଥାଏ। ସର୍ବୋପରି... Read more
ଜଣେ ସାହିତ୍ୟ ପ୍ରେମୀ ପାଠକ ତଥା ସାଧକ। ସରକାରୀ ଚାକିରିର ବ୍ୟସ୍ତତା ସତ୍ତ୍ୱେ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା ବସତଃ ସମୟ ବାହାର କରି ଲେଖାଲେଖି କରେ। ବିଭିନ୍ନ ଶୈଳୀରେ କବିତା ଉପସ୍ଥାପନ କରିବାରେ ଆନନ୍ଦ ପାଏ। ଗପ/ କାହାଣୀ ଲେଖିବା ମୋର ଅନ୍ୟତମ ଆଗ୍ରହ କ୍ଷେତ୍ର। ନିଜେ ଲେଖିବା ସହ ଅନ୍ୟ କବି/ଲେଖକଙ୍କର ଗପ/କବିତାକୁ ସମୀକ୍ଷା ମଧ୍ୟ କରିଥାଏ। ସର୍ବୋପରି ଜଣେ ନିରବଚ୍ଛିନ୍ନ ପାଠକ ଭାବରେ ଆତ୍ମ ସନ୍ତୋଷ ଲାଭ କରେ। ସ୍ରଷ୍ଟାଟିଏ ହେଉଛି ଜଣେ ନିଃସଙ୍ଗ ବ୍ୟକ୍ତିତ୍ବ ! ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ ସେ କାମ କରୁଥାଏ। ଆଉ ସେ ଶିଖରରେ ପହଞ୍ଚି ସୃଷ୍ଟି /ସୃଜନା ସହ କିଛି ମୁହୂର୍ତ୍ତ ଏକାତ୍ମ ହେବାକୁ ମୋ ଭଳି ସାଧାରଣ ମଣିଷଙ୍କ ସର୍ବଦା ପ୍ରୟାସ ଥାଏ ! ଏମିତି ଏକ ପ୍ରକ୍ରିୟାକୁ ନେଇ ଯୋଗାଯୋଗ ଓ ନିଆରା ଭାବ ବିନିମୟ ସହ କିଛି ଯାହା ସୃଷ୍ଟି କରି ଆତ୍ମତୃପ୍ତି ପାଏ ! Read less
Share with friends