ଅଗ୍ନିଉତ୍ସଵ
ଅଗ୍ନିଉତ୍ସଵ
1 min
13.4K
ଜଳିବାରେ ସାଥି ସେ ଯେଉଁ ଆନନ୍ଦ
ଆଉବା ହୋଇବ କାହୁଁ
ରାତି ସରିଯାଏ ସପନ ସରେନା
ହୃଦୟଟା ଚାହେଁ ଆଉ,
ପତଙ୍ଗ ପ୍ରଦୀପ ଶିଖା ପରି ସାଥୀ
ଦୁହେଁ ଜଳି ଭାଳୁଥିବା
''ଆସୁଅଛି'' ବୋଲି କହି ରାତି ଶେଷେ
ବିଦାୟ ଜଣାଉ ଥିବା ।।
ତପନ ଦୀକ୍ଷିତ(ବେଳା ଭୂମି)
