Republic Day Sale: Grab up to 40% discount on all our books, use the code “REPUBLIC40” to avail of this limited-time offer!!
Republic Day Sale: Grab up to 40% discount on all our books, use the code “REPUBLIC40” to avail of this limited-time offer!!

Tapan Dixit

Others

0.2  

Tapan Dixit

Others

ଅଗ୍ନିଉତ୍ସଵ

ଅଗ୍ନିଉତ୍ସଵ

1 min
6.7K


ଜଳିବାରେ ସାଥି ସେ ଯେଉଁ ଆନନ୍ଦ

ଆଉବା ହୋଇବ କାହୁଁ

ରାତି ସରିଯାଏ ସପନ ସରେନା 

ହୃଦୟଟା ଚାହେଁ ଆଉ,

ପତଙ୍ଗ ପ୍ରଦୀପ ଶିଖା ପରି ସାଥୀ

ଦୁହେଁ ଜଳି ଭାଳୁଥିବା

''ଆସୁଅଛି'' ବୋଲି କହି ରାତି ଶେଷେ

ବିଦାୟ ଜଣାଉ ଥିବା ।।

ତପନ ଦୀକ୍ଷିତ(ବେଳା ଭୂମି)


Rate this content
Log in