STORYMIRROR

Tapan Dixit

Fantasy

2  

Tapan Dixit

Fantasy

ସ୍ଵପ୍ନ

ସ୍ଵପ୍ନ

1 min
13.4K


ମଦିରା ମନ୍ଦ ଛନ୍ଦେ ତୁମର 

ମନକୁ ଦେଇଛ ଛନ୍ଦି 

ମନକୁ ମନରେ ମିଶାଇ ତୁମର

ମୋତେ ଯେ କରିଛ ବନ୍ଦୀ ,

ଆଖିରେ ଆଖିଏ ସ୍ଵପ୍ନ ଦେଇଛ 

ଶୋଇବି କିପରି କୁହ,

ହସରେ ହସକୁ ଚୋରାଇ ନେଇଛ 

ହସିବି କିପରି କୁହ ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy