Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Kumarlal Rana

Fantasy


5.0  

Kumarlal Rana

Fantasy


ଅଭୁଲା ଭାଷା ମୋ ଓଡ଼ିଆ ଭାଷା

ଅଭୁଲା ଭାଷା ମୋ ଓଡ଼ିଆ ଭାଷା

1 min 466 1 min 466

ରାଇଜରୁ ଜଣା ବିଜ୍ଞାନ ଭାଷା 

ଗାଆଁରୁ ମିଳିଛି ସୁନ୍ଦର ଖୋସା l

ମୋ ଜାତି ଭାଇର  ବିଶ୍ୱାସଆଶା l

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l

 

ଓଡିଶା ମାଟିରୁ କରିଛୁ ଲୀଳା l

ମାଟି  ପାଣି ଆମ  ହୁଏ   ଅଭୁଲା l

  ମୋ ମାଟି ଅଟଇ  ରାଜ୍ୟ ଓଡିଶା 

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l

ଓଡ଼ିଆ ସଂଗୀତ ଲାଗଇ  ଭଲ l

ସୁର ଗୀତତାଳ କରଇ  ଠୁଳ l

ଚମ୍ପୁ ଗୀତେ ମନ   ଆମର ମିଶା l

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l



Rate this content
Log in

More oriya poem from Kumarlal Rana

Similar oriya poem from Fantasy