STORYMIRROR

Kumarlal Rana

Others

3  

Kumarlal Rana

Others

ଜହ୍ନ ରାଇଜରେ ମୋ ପ୍ରିୟା

ଜହ୍ନ ରାଇଜରେ ମୋ ପ୍ରିୟା

1 min
201


 ସାଥି ସାଥି ବୋଲି କେତେ ମୁଁ ଖୋଜିଲି

      ନ ଚିହ୍ନିଲେ ମୋତେ କେହି  l 


ଭାଇ ଭାଇ  ବୋଲି କେତେ ମୁଁ ଡାକିଲି

        ନ  ଶୁଣିଲେ କେହି ଭାଇ l


ପ୍ରେମ ରାଇଜରେ ଖୋଜିବାକୁ ଗଲି

      ଖୋଜିଲି ଜହ୍ନ   ଆଲୋକେ l


ଆଲୋକ   ପ୍ରଦୀପ  ପରି    ଦପ ଦପ

       ଚେହେରା ଦିଶଇ ସୁଖେ l


ଆଲୋକର ଶିଖା    ଦପ ଦପ  ପରି

   &n

bsp;  ଜହ୍ନ ରାଇଜରେ  ଜଳି l


ଜହ୍ନର ଠିକଣା  ରାଇଜରେ ଘେରା

      ହୋଇଛି ଭାବନା  ଧରି l


ରହିଛି ଜାଗ୍ରତେ ଜହ୍ନ ରାଇଜରେ

      ମୋର ପ୍ରିୟାସୁକୁମାରୀ l


ଯେଉଁ ଦିନୁ ତାର    ଠିକଣା  ପାଇଲି

      ଭାବ ହୋଇଲା ଆବୋରି l


ଅଭୁଲା ମଧୁର ଜୀବନେ ରହିଛି

     ସୁଖ  ପ୍ରିତି  ତେଜ ଭରି  l


ଜହ୍ନ ରାଇଜରେ ମୋପ୍ରିୟା ତରୁଣୀ

     ପ୍ରେମଗୁଣଭାବ ଧରି l



Rate this content
Log in