STORYMIRROR

Kumarlal Rana

Others

2  

Kumarlal Rana

Others

ମୁଠାଏ ଭାତ

ମୁଠାଏ ଭାତ

1 min
100

ମୁଠାଏ ଭାତ ଦିଅ ଲୋ ମାଆ

ପେଟ ମୋ  ଜଳିଯାଏ l


ଚାରି ଦିନ ହେଲା  ମୁଠାଏ ଭାତ 

 ମୁଖେ ମୋର ନ ପାଏ l


ଡହକ ବିକଳ ଜୀବନ ମୋର

ଶରୀର ଦୂରୁବଳ l


କରମ ହୀନ ଭୋକିଲା   ପେଟେ

ସଢୁଛି ଭାଗ୍ୟବଳ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍