STORYMIRROR

Anshika Jena

Fantasy Children

3  

Anshika Jena

Fantasy Children

ଗୁରୁ ମହିମା

ଗୁରୁ ମହିମା

1 min
355

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର

    ସେ ତ ମାନବ ରୂପୀ ଈଶ୍ୱର ।

ଗୁରୁ ମାତା, ଗୁରୁ ପିତା, ଗୁରୁ ହିଁ ସଖା

    ଵିିିିପଦରେ ଦିିିଅନ୍ତି ସେ ଦେଖା । 


ଜ୍ଞାନର ଆଲୋକ ପ୍ରଦାନ କରି,

ଅଜ୍ଞାନ ରୂପକ ଅନ୍ଧାର ଦୂୂର କରି।

ଗୁରୁ ମହିମା ସମସ୍ତଙ୍କୁ କରି ପ୍ରଦାନ,

   ସାରା ବିଶ୍ବରେ ଅଟନ୍ତି ସେ ମହାନ ।


ଗୁରୁଙ୍କ  ଆଶିଷ ପାଇ ଥାଏ ଯେ ତିିିିଳେ,

    ଭୟ ନ ଥାଏ ତାର ଏ  ମହୀ ମଣ୍ଡଳେ ।

ଗୁରୁ ସେବା କରି ମହାନ୍ ଶିଷ୍ୟ ଭାବେ ବିବେଚିତ,

      ଉପମନ୍ୟୁୁ , ଏକଲବ୍ୟ,ଆରୁଣୀ ସମେତ ।

 

ଭାରତରୁ ଆରମ୍ଭ ଏହି ଗୁରୁ ପରମ୍ପରା,

    ମାନନ୍ତି ଏ ବିିଶ୍ଵ ବ୍ରହ୍ମାଣ୍ଡ ସାରା ।



Rate this content
Log in

Similar oriya poem from Fantasy