STORYMIRROR

Anshika Jena

Tragedy

3  

Anshika Jena

Tragedy

ମୋ ଜେଜେ ମା (ଜିମା)

ମୋ ଜେଜେ ମା (ଜିମା)

1 min
422

ଜିମା କୁଆଡେ ଗଲ ତୁମେ

   ଆଉ ଯେ ଫେରିଲନି ।

ଜେଜେଙ୍କୁ ପଚାରିଲି, ପାପା, ମାମା ଙ୍କୁ ପଚାରିଲି

   କେହି କିଛି କହି ପାରିଲେନି ।

  ଜେଜେ ଙ୍କ ମୁ଼ ଡୁଙ୍ଗୁରି ରାଣୀ

       ତୁମ ଗେଲହା ନାତୁଣୀ,

ଜେଜେ ତ କେତେ ଗେଲ କରୁଛନ୍ତି ମୋତେ,

   ତୁମେ କ'ଣ ଆଉ ଗେଲହା କରିିବନି।

  ଫଟୋ କୁ ତୁମର ସଦା ଦେଖୁଛି,

     କିନ୍ତୁ ଆଉ ଦେଖୁନି ତୁମକୁ,

  ଯିିିଵା ଆସିବା ବେଳେ କରୁଛି ପ୍ରଣାମ,

    ମୋତେ ଚାହିଁଛ, ମୁରୁକି ହସୁୁଛ

       କିିନ୍ତୁ କିଛି କହୁୁନ....

ସମସ୍ତଙ୍କୁ ଛାଡି ଚାଲିଗଲ,ଆଉ ଯେ ଫେରୁନ।

     ଜିମା ଯେଉଁଠି ତୁମେ ଥାଅ 

        ଭଲରେ ସଦା ରୁହ

 ପାଠ ପଢିି ଭଲ ମଣିିଷ ହେବା ପାଇଁ

    ସଦା ମୋତେ ଆଶିଷ ଦିଅ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy