ଜଗନ୍ନାଥ ଙ୍କୁ ବିନତୀ ମୋର
ଜଗନ୍ନାଥ ଙ୍କୁ ବିନତୀ ମୋର
ଜଗତର ନାଥ ପ୍ରଭୁ ଜଗନ୍ନାଥ,
ପ୍ରତି ବର୍ଷ ଦର୍ଶନ ଦିଅ,
ଆୟୋଜନ କରି ବିଶାଳ ରଥଯାତ ।
ଜଗତର ନାଥ ପ୍ରଭୁ ଜଗନ୍ନାଥ,
କିନ୍ତୁ ଏ ବର୍ଷ ନିରାଶ କଲ,
ଦେଖା ନ ପାଇ ଦୁଃଖିତ ହେଲେ ତୁମ ଭକ୍ତ ।
କି ପାପ କଲୁୁ ଆମେ, କେଡେ ବଡ ରୋଗ ଦେଲ ତୁୁମେ
ଉଦ୍ଧାର କର ,ଏ ସଂସାର କୁ ନାଥ।
ଏ ବ୍ୟାଧିକୁୁ କର ଦୂର, ମାନବ ସମାଜକୁ ରକ୍ଷା କର ।
ମହାମାରୀ କବଳରୁ ମୁକ୍ତି ଦିଅ,
ରୋଗ ସହ ଲଢ଼ିଵା ପାଇଁ ଶକ୍ତି ଦିଅ ।
ପୂର୍ବ ପରି ହସୁୁ ଏ ସଂସାର,
ନ ରୁହନ୍ତୁ କେହି କାହାଠାରୁ ଦୂୂର ।
ବହୁ ଲୋକଙ୍କ ନେଲା ଜୀବନ ଏ ରୋଗ କରୋନା,
ଦେଖି ତାହା ଆଉ ସହି ହୁୁୁଏନା ।
ଉଦ୍ଧାର କର ଏ ସଂସାର, ଦର୍ଶନ ଦିଅ ହେ ନାଥ
ପ୍ରାାର୍ଥନା ଜଣାଇ ଅ°ଶିକା କରୁଛି ମସ୍ତକ ନତ ।
