STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅବୁଝା

ଅବୁଝା

1 min
221


ଅବୁଝା ମଣିଷକୁ ବୁଝାଇବ

କିଏ ?ତା,ମନ ନମାନିଲେ

ବେଙ୍ଗିପିତଳ ମନ ମାନିଥିଲେ

       ସୁନା

ଅବୁଝା ମଣିଷର ମନର

ଭାବକୁ ବୁଝି ହୁଏନା

ସବୁ କାର୍ଯ୍ୟରେ ସେ କରଇ

ବିଳମ୍ବ ସଭିଏଁ କହନ୍ତି ତାକୁ

     ମନୁଆ

ଏତେ ଅବାଧ୍ଯ ତାରି କାର୍ଯ୍ୟ

  କଳାପ ବୁଝି ହୁଏନା

ସଭିଏଁ କରନ୍ତି ଛି, ଛାକର

   କହି ଥାନ୍ତି ଅଳସୁଆ

କଥା ଆଉ କହନା

ଭାରି ଚତୁର ସେ

କାମ ନ କରିବାର ଖୋଜେ

    ଖାଲି ବାହାନା

ତା ଜୀବନର ସବୁ ସମୟ

 ଚାଲିଯାଏ ବିତି

ଖୋଜିଲେ ବି ଆଉ ମିଳେନା

ଭୋଗିଥାଏ ଦୁଃଖ ଯନ୍ତ୍ରଣା

 ଵୁଝି ଅବୁଝା ସେ

କେହି ଶୁଣନ୍ତି ନି ତାରି

   କାନ୍ଦଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational