STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଯୋଗ ହିଁ ଜୀବନ

ଯୋଗ ହିଁ ଜୀବନ

1 min
240


କର୍ମମୟ ଜୀବନର

ସଫଳତା ବିଫଳତା

ମଧ୍ୟରେ ଜରାଜୀର୍ଣ୍ଣ

ଶରୀର ହୋଇଉଠେ

ଅବଶମୟ 

ଯୋଗ ଅବଶ ଶରୀରେ

ବାନ୍ଧି ଆଣେ ଫୁତ୍ତିର

ସମାବେଶ

ସାରେ ଜୀବନ ରକ୍ଷକ

ପ୍ରାତ କାଳେ ଯୋଗ

ସାଧନ ପ୍ରତି ଶୀରା

ପ୍ରଶୀରାରେ ଖେଳାଇ

ଦିଏ ରକ୍ତର ପ୍ରବାହ

ସୂର୍ଯ୍ୟ ନମସ୍କାରରୁ

ହୁଅଇ ପ୍ରାରମ୍ଭ

ପ୍ରାଣାୟମର ବିବିଧ

ଆସନ ଅଭ୍ଯାସ ବଳେ

ଉତ୍ତାଳ ଶ୍ବାସ କ୍ରୀୟାକୁ

ହୁଅଇ ନିୟନ୍ତ୍ରଣ

ଅଙ୍ଗ ପ୍ରତ୍ଯଙ ଲୋଭଇ

ସୁସ୍ଥ

ଖୋଲା ସ୍ଥାନ ଯୋଗର

ପ୍ରକୃତ ଆଳୟ

ସେହି ସ୍ଥଳେ ଉପବିଷ୍ଠ

ହୋଇ କଲେ ଯୋଗ

ମିଳଇ ସଂଜିବନୀର

ସ୍ବରୂପ ଅମ୍ଳଜାନ

ଅଟଇ ସେ ରୋଗ

ପ୍ରତିରୋଧକ ଶକ୍ତିର

ଆମନ୍ତ୍ରକ

ତାହାରି ବଳେ କରିହୁଏ

ସୁସ୍ଥମୟ ଜୀବନ ଯାପନ

ରଖଇ ମସ୍ତିଷ୍କ ଓ ମନକୁ

ନିର୍ମଳ ସୁସ୍ଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational