STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବେଙ୍ଗ କହେ ବେଙ୍ଗୁଲି ଲୋ

ବେଙ୍ଗ କହେ ବେଙ୍ଗୁଲି ଲୋ

1 min
307


ବେଙ୍ଗ କହେ ବେଙ୍ଗୁଲି ଲୋ

ପୃଥିବୀ କ୍ଷଣ କ୍ଷଣକେ ଆନ

କେତେ ବେଳେ ଶଙ୍ଖ ମହୁରୀ

ତ କେତେବେଳେ ପାଳ ଦଉଡି

ଘଡିକେ ଛୁଟଇ ଘୋଡା 

ସବୁ ସେହି ପରମାତ୍ମାଙ୍କ

ହାତରେ ଗଢା

ସୃଷ୍ଟି ଚାଲିଛି ତାଙ୍କରି ଆଦେଶେ

ସବୁକିଛି ନିମିତ୍ତ ମାତର ଏଠି

ସବୁ କିଛି ତାଙ୍କରି ଲୀଳା ଖେଳା

ଜନ୍ମ ମୃତ୍ୟୁର ନିୟନ୍ତ୍ରଣ ସେହି

କରିଥାନ୍ତି ଘଟିଥାଏ

କେତେବେଳେ କେଉଁ ଘଟଣା

ଦିନ ଯାଇ ରାତି ଆସେ ପୁଣି

ଉତ୍ ଫୁଲିତ ହୋଇ ଉଠେ

ଜୋଛନା

ଆମେ ହୋଇଲେ କୂପ ମଣ୍ଡୁକ

କରି ପାରି ହୁଏନା ତାଙ୍କରି

ମହିମା ଵର୍ଣ୍ଣନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational