STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ଦିବ୍ୟ କାନନ

ଦିବ୍ୟ କାନନ

1 min
202

ଆସିଛନ୍ତି ମା

ଧରିତ୍ରୀର କୋଳେ

କେତେ ସାଜସଜ୍ଜା 

ପରା ଧରାମଣ୍ଡଳେ।


କୋଳାହଳମୟ

ଆନନ୍ଦମୁଖର

ନାନା ରଙ୍ଗେ ସଜ୍ଜା

ଆଲୋକ ମାଳ।


ସୁନ୍ଦର ମେଢରେ 

ସୂକ୍ଷ୍ମ କାରୁ କାମ

ନିର୍ଦ୍ଦେଶ ସତେ କି

ଗଢେ ମା'ଙ୍କ ଭବନ।


ଦେବୀ ପୀଠେ ସ୍ୱର

ମନ୍ତ୍ର ଉଚ୍ଚାରଣ

ସଂଗେ ସମାରୋହ 

ଭିଡ ଭଜନ।


ଲାଗୁଅଛି ଧରା 

ଦିବ୍ୟ କାନନ

ଭକ୍ତି ଶକ୍ତିଟିର

ଅବା ମିଳନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational