STORYMIRROR

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ଦୋଳ ପୂର୍ଣ୍ଣମୀ

ଦୋଳ ପୂର୍ଣ୍ଣମୀ

1 min
415

ଆସିଛି ଧରା କୁ

ବସନ୍ତ ଋତୁରାଜ

ଅବିର ଖେଳ ସଂଗେ

ଖୁସି ଦୋଳଜାତ ।


ଆନନ୍ଦ ଏକତାର

ସ୍ନେହ ଭାତୃତ୍ୱ

ସଂସାରକୁ ଭକ୍ତି ସ୍ନେହ

ଦାନ ଆଶୀଷ ।


ଫାଲୁଗୁନ ଶୁକ୍ଳ ଦଶମୀ

ଠାରୁ ପୂର୍ଣମୀ ବିଶେଷ

ଦୋଳ ପୂର୍ଣ୍ଣମୀ ରେ

ଦୋଳ ସଜ୍ଜିତ ମଣ୍ଡପ ।


ଝୁଲନ୍ତି ଠାକୁର

ଝୁଲଣ କି ମନୋହର

ଆମ୍ବକଷି ଲାଗି

ଖଇ ଭୋଗ ସାକାର ।


ଶୁଭ କାର୍ଯ୍ୟ ସର୍ବ

କର୍ମ ଆରମ୍ଭ

ନୁଆ ପାଞ୍ଜି ଲାଗି

ପୁଣ୍ୟ ବିଧି ବିଧାନ। 


Rate this content
Log in

Similar oriya poem from Abstract