STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

କବି କଲମ

କବି କଲମ

1 min
148

ଗୁଣୁ ଗୁଣୁ ଗାଏ 

ପବିତ୍ର ମନ

ଦେଖୁ ଅଛି ଅବା

ଗଙ୍ଗା କାନନ।


ହୃଦରୁ ଝଙ୍କୃତ

ଶବ୍ଦ ବିହାର

ଲଲାଟରେ ଲେଖେ

କବି କଲମ।


ଜୀବନ ପୁସ୍ତକ

ନିତି ପଢି ପଠନ

ମୂଲ୍ୟବାନ କୃତି ସମ୍ପତ୍ତି

ମାତ୍ର ସଂଗୃହିତ ଗଠନ।


ପଥ ଚାଲିବାର ସ୍ପୃହା

ମନ କରି ପ୍ରଫୁଲ୍ଲ

ଚମ୍ପା ଶୋଭିତ ଆହାକି

ସୁନ୍ଦର ପ୍ରଭୁ ମସ୍ତକ।


ଜୀବନ ନିର୍ମଳ

ଧୀର ନୀର ନିଶ୍ଚଳ

ଆସ୍ଥା ବୃକ୍ଷର ଫଳ

ସଦା ସଫଳ ନିରନ୍ତର।


ତୁମେ ପ୍ରଭୁ ଏକ

ନାମ ତୋ ଅନେକ

ହରିହର ଲିଙ୍ଗରାଜ

ପୁଣି ଭକ୍ତବତ୍ସଳ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract