Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ପ୍ରଗତୀ

ପ୍ରଗତୀ

1 min
152


ପ୍ରବାହିତ ଗଙ୍ଗା

ଜମୁନାର ଧାରା

ନାରୀ ମନଚିତ୍ତ

ଶୁଦ୍ଧ ଆତ୍ମଭରା ।


ସ୍ବାବଲମ୍ବୀତାର 

ପ୍ରସ୍ଥ ଶୈଳବାଳା

ଆତ୍ମଶକ୍ତି ଟିରେ

ନାରୀ ଦୁର୍ଗା କୁଞ୍ଜିକା ।


ପ୍ରତିଭା ରାଏଙ୍କ

ପଦ୍ମଶ୍ରୀ ପ୍ରତିଭା

ନାରୀ ପଥପଦର୍ଶକ

ପୁଣି ପୁସ୍ତକ ଗୀତା ।


ସ୍ବୟଂକାର ରୂପ

ଦୀପଟିର ଶିଖା

ଭିନ୍ନ ରୂପଟିରେ ମା"

ଯାୟା ଦୁହିତା ।


ନାରୀ ଆତ୍ମବଳ

ଉଦାହରଣ କଥା

ଶାରଳା ଦେବୀଙ୍କ ପୁଣି

ନାରୀ ଚରିତ୍ର ଗାଥା ।


ନାରୀ ଯେ ସଂସ୍କୃତ

ସମ୍ମାନରେ ଭରା

ନାରୀ ଅଗ୍ରଗତି

ସମାଜ କଲ୍ଲୀଣ ତ୍ରୀଧାରା।


Rate this content
Log in

Similar oriya poem from Abstract