STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ଜ୍ଞାନ ଚକ୍ଷୁ

ଜ୍ଞାନ ଚକ୍ଷୁ

1 min
160

ଜୀବନ ଜୀବନ୍ତ

ଜ୍ଞାନ ଚକ୍ଷୁ ମନ୍ତ୍ର

ଚକ୍ଷୁ ଦେଖୁ ଥାଉ

ସୃଷ୍ଟି ଜଗତ

ଭକ୍ତିର ପରଷ 

ହୃଦରେ ଝଂକୃତ

ଭକ୍ତି ଜ୍ଞାନ ପଥ

ଦିଶୁ ପ୍ରଶସ୍ଥ

ହୃଦୟ ବୀଣାରେ

ସ୍ୱର ସୁରଭିତ

କ୍ଲାନ୍ତୀ ମୟ ଆହାଃ

ମୂଖ ମଣ୍ଡିତ

ସ୍ୱଳ୍ପ ଆହାଜୀବନ ଜୀବନ୍ତ

ଜ୍ଞାନ ଚକ୍ଷୁ ମନ୍ତ୍ର

ଚକ୍ଷୁ ଦେଖୁ ଥାଉ

ସୃଷ୍ଟି ଜଗତ

ଭକ୍ତିର ପରଷ 

ହୃଦରେ ଝଂକୃତ

ଭକ୍ତି ଜ୍ଞାନ ପଥ

ଦିଶୁ ପ୍ରଶସ୍ଥ

ହୃଦୟ ବୀଣାରେ

ସ୍ୱର ସୁରଭିତ

କ୍ଲାନ୍ତିମୟ ଆହାଃ

ମୂଖ ମଣ୍ଡିତ

ସ୍ୱଳ୍ପ ଆହାରରେ

ପେଟ ପୁରଇ 

ଜ୍ଞାନଚ଼କ୍ଷୁ ଯଦି

ହୁଏ ଉଦିତ

ଜୀବନର ଶିକ୍ଷା

ଶିକ୍ଷଣୀୟ ମନ

ପୁସ୍ତକ ବିଦ୍ୟାରେ

ନୁହେଁ ସୀମିତ

ଏ ସଂସାର ଅଟେ 

ବିଦ୍ୟାର ସାଗର

ମା" ଙ୍କ କୃପାରୁ 

ମିଳୁ କିଞ୍ଚିତ 

ଧନ୍ୟ ତେବେ ହେବ 

ଜୀବନର ମୂଲ୍ୟ 

ଯାହା କୋଳେ 

ଆମେ ହେଲୁ ଜନମ।

ରରେ

ପେଟ ପୁରଇ 

ଜ୍ଞାନଚ଼କ୍ଷୁ ଯଦି

ହୁଏ ଉଦିତ

ଜୀବନର ଶିକ୍ଷା

ଶିକ୍ଷଣୀୟ ମନ

ପୁସ୍ତକ ବିଦ୍ୟାରେ

ନୁହେଁ ସୀମିତ

ଏ ସଂସାର ଅଟେ 

ବିଦ୍ୟାର ସାଗର

ମା" ଙ୍କ କୃପାରୁ 

ମିଳୁ କିଞ୍ଚିତ 

ଧନ୍ୟ ତେବେ ହେବ 

ଜୀବନର ମୂଲ୍ୟ 

ଯାହା କୋଳେ 

ଆମେ ହେଲୁ ଜନମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational