STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ରାମ ନବମୀ

ରାମ ନବମୀ

1 min
257

ଜନ୍ମଟି ତାଙ୍କର

ତ୍ରେତେୟା ଯୁଗରେ

ଚୈତ୍ର ଶୁକ୍ଳ

ନବମୀ ତିଥିରେ

ରାମଙ୍କ ଜନ୍ମ ପାଳନ

ରାମ ନବମୀ ନାମେ

ଭୋଗ ଫଳ ମୂଳ 

ପୂଜା ରାମ ମନ୍ତ୍ର ସାର୍ଥକେ

ବ୍ରତ ଉପବାସ

ମାନସିକ ଚରିତାର୍ଥେ

ଧର୍ମ ଧାର୍ମିକ ରେ

ଅନୁପ୍ରାଣିତ ସର୍ବେ

ରାମଲୀଳା ନୃତ୍ୟ

ଦାଣ୍ଡି ରାମାୟଣ ସାଥେ

ବଳରାମ ଦାସ

ନମସ୍ୟ ଘର ପୁରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational