STORYMIRROR

Jyotsna Acharya

Classics Others

3  

Jyotsna Acharya

Classics Others

ବଂଶୀସ୍ବର

ବଂଶୀସ୍ବର

1 min
219

ସବୁ ଠି ବିଦିତ

ତୁମେ ହେଁ ଠାକୁର,

ଏ ବିଶାଳ ଜଗତେ

ତୁମେ ତ ଇଶ୍ବର।


ନିର୍ମଳ ଆକାଶେ

ସୂର୍ଯ୍ୟ ପ୍ରଭା ତୁମେ,

ଉଇଁ ଆସ ପରା

ତୁମେ ପ୍ରଭାତ।


ସୃଷ୍ଟି ଯେ ଚଞ୍ଚଳ

ସବୁଜ ସୁନ୍ଦର, 

ବନଗିରୀ କାନନ

ନଦୀ ପ୍ରଭାହ।


ଆନନ୍ଦେ ଝୁଲଇ

ଡାଳେ ମଲ୍ଲୀ କଢ଼,

ଭରିଅଛ ଦେଇ

କେତେ ସୁବାସ ସୁଗନ୍ଧ।


ତୁମେ ମହୋଦଧି

ଦୃଶ୍ୟ ମନୋରମ,

ଅସ୍ତ ସୂର୍ଯ୍ୟର

ଶୀକ୍ଷା ଶୀକ୍ଷଣୀୟ।


ଜୀବନର କାଳ

ସତେ କି ପ୍ରହର,

ତୋ ଗୁଣରେ ବିନ୍ଦୁ

ଗୁଣ ଅଂଶିଦାର।


ଶୁଭୁଥାଉ କାନେ

ସୁନ୍ଦର କୃଷ୍ଣ ବଂଶୀସ୍ବର

ଏ ସାରା ସଂସାର 

ଦିଶୁଥାଉ ମଧୂର ସୁନ୍ଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics