Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ଆମ ମାଆ

ଆମ ମାଆ

1 min
160


ମା ଆମ ମା

ନିଜେ ନ ଖାଇ ସେ ପିଲାଙ୍କୁ ଖୁଆଏ

ଅଝଟିଆ ହେଲେ ବୁଝାଇ ଦିଏ ସେ

କହି କି ପାରିବ ତାରି ନାଁ ।

ମା ଆମ ମା'

ମାଡ଼ ସେ ମାରିବ ଗାଳି ସେ କରିବ

ପୁଣି ଡାକିବ ମୋ ପାଖକୁ ଆ'

ପଣତ କାନିରେ ଘୋଡାଇ ଦେବ ସେ

ସେହି ମା' ଦିନେ ହେବଟି ସାହା ।

ମା ଆମ ମା'

ମା' ଶବ୍ଦରେ ଯେଉଁ ଅମୂତ ରହିଛି

ସେହି ଅମୂତ ଆଉ କେଉଁଠି ନାହିଁ

ଆଜି କାଲି ପିଲା ଡାକୁଛନ୍ତି ମମ୍ମି

ସେ ଡାକରେ କିଛି ମୂଲ୍ଯ ତ ନାହିଁ ।

ମା' ଆମ ମା'

ହାଟଧରି ବାଟ ଚଲାଇଛି ଯିଏ

ସେ ସ୍ନେହ ଦେଇଛି ଆମରି ନାଁ

ସେହି ମଣିଷଟି କେହି ନୁହଁ ଆଉ

ସେ ହେଉଛି ଆମରି ମା ।


Rate this content
Log in

Similar oriya poem from Classics