Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAZZ LINGARAJ MAJHI

Classics

3  

RAZZ LINGARAJ MAJHI

Classics

ବଳରାମ ଙ୍କ ଜନ୍ମ

ବଳରାମ ଙ୍କ ଜନ୍ମ

1 min
176


ଗହ୍ମା ପୂର୍ଣ୍ଣିମା ପରା ଆସିଛି ଆଜ

ଏ ଦିନ ଜନ୍ମ ହେଲେ ସେ ନାଗ ରାଜ  ।


ଆଜି କେତେ ଖୁସି ହୁଏ ରୋହିଣୀ

ଏ ପଟେ କାନ୍ଦେ ଦେବକୀ ଜନନୀ  ।


   ଜାଣିନ କି ସେ ହଳଧର

   ବିଷ୍ଣୁଙ୍କର ସେ ଅବତାର   ।


  ରେବତୀଙ୍କ ସେ ପ୍ରାଣନାଥ

  ସାନ ଭାଇ ଯେ ଜଗନ୍ନାଥ   ।


ସୁଭଦ୍ରା ଯେ ତାଙ୍କ ସୁନାନାକି ଭଉଣୀ

ସେଥିପାଇଁ ବେଶୀ ଗେହ୍ଳ କରନ୍ତି ହଳପାଣି  ।


ଭକ୍ତ ଡାକେ ବଳିଆ,ଦେଇ ନାନା ନାମ

ସେ ଭିତରୁ ସୁନ୍ଦର ଲାଗେ ବଳରାମ  ।


Rate this content
Log in

Similar oriya poem from Classics