Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAZZ LINGARAJ MAJHI

Fantasy Others

3  

RAZZ LINGARAJ MAJHI

Fantasy Others

Crazy friends

Crazy friends

1 min
282



କେତେ ସୁନ୍ଦର ଦିଶେ ଆମର ପରିବାର

ଭେଦ ଭାବ ନାହିଁ କାହା ପ୍ରତି ହୃଦୟେ କାହାର ।

ଆମରି ପରିବାର ମୁଖ୍ୟ  ହେଲେ ନିତିଶ ଭାଇ

ବାଛି ନାମ ଦେଲେ କ୍ରାଯି ଫ୍ରେଣ୍ଡ୍  ଲିଙ୍ଗରାଜ ଭାଇ ।

କ୍ରାଯି ଫ୍ରେଣ୍ଡ୍ କୁ ଚଲାନ୍ତି ସମସ୍ତ ଙ୍କ ଦାଦା  ସଞ୍ଜୟ

ହସ ମଜା କରନ୍ତି କେତେ ସୁନ୍ଦରେ କିଶୋର ପ୍ରିୟ  ।

ପରିବାରରେ ଅଛନ୍ତି କେତେ କଳାକାର

ନାଚ ଶିଖାନ୍ତି ସମସ୍ତ ଙ୍କ ପ୍ରିୟ ନିତୁ ମାଷ୍ଟର  ।

ଅନୁପମା କଥା ନ କହିବା ଭଲ

ବନ୍ଦନା ସାଙ୍ଗରେ ମିଶି କରନ୍ତି ଖେଳ  ।

ସ୍ୱାଗତିକା ବୋଲି ଗୋଟେ ସଦସ୍ୟ ଅଛି

ସବୁ ଷ୍ଟିକର ଯେତେ ତା ମୋବାଇଲ ରେ ଅଛି  ।

ଅଭିଜିତ ନାମେ ବାଳୁଙ୍ଗା ପିଲା

ଖେଳ କରିବା କୁ ଆଗେ ଆସେ ନ କରି ହେଲା  ।

ଗଗନ ବୋଲି ଆମ ଗୋଟେ ଅଭିନେତା

ପରିବାର ରେ ଶାନ୍ତ ଝିଅ ଆମ ମଧୁସ୍ମିତା  ।

ମନିଷା ଓ ମେରୀ ଦୁହେଁ ଅନ୍ତରଙ୍ଗ ବନ୍ଧୁ

ସେହିଭଳି ଆଉ ଦୁଇ ସାଙ୍ଗ ସୁନିଲ ଓ କାହ୍ନୁ  ।

ଆଉ ଗୋଟେ ହିରୋ ପ୍ରୟାଗ ଭାଇ

ଲିଙ୍ଗରାଜ ମୂରୁଖ କବିତା ଲେଖଇ   ।



Rate this content
Log in

Similar oriya poem from Fantasy