Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAZZ LINGARAJ MAJHI

Abstract Others

4  

RAZZ LINGARAJ MAJHI

Abstract Others

ହାତୀନଦୀ

ହାତୀନଦୀ

1 min
332



ନଈ ରେ ନଈ ହାତିନଈ 

କେତେ କାଳ ରୁ ପଡିଛୁ ଶୋଇ   ।


ଶାସ୍ତୁଗୁଡା ରେ ଜନମ ହୋଇ

ବନ୍ଧା ଗାଁ ତେଲନଦୀ ରେ ମିଶିଲୁ ଯାଇ  ।


କଳାହାଣ୍ଡି ର ତୁହି ବଡ଼ ଚିରସ୍ରୋତା ନଈ

ସବୁବେଳେ ତୋ ପାଣି ଝରେ ଝର ଝର ହୋଇ ।


ହାତିନଦୀ ତୋ ନାମ କେମିତି ହୋଇଛି

ମୁଁ ଜାଣିନି କିନ୍ତୁ ପୂର୍ବ କଥା ଟି ଶୁଣିଛି   ।


ତୋ ପାଣି ଏତେ କ୍ଷୀପ୍ର ହୋଇ ବହୁଥିଲା

ହାତୀ ଟି କୁ ତୋ ପାଣି ବୋହିନେଲା ।


ସେହି ଦିନୁ ତୋ ନାମ ହାତିନଦୀ ହୋଇଲା

ଏହି ପୂର୍ବ କଥା ଟି ମନ ରେ ରହିଥିଲା ।


ତୋ ଉପରେ ପୋଲ ସ୍ଥାନେ ସ୍ଥାନେ ହୋଇଅଛି ଆଠ

ଜୟପାଟଣା, ଖଇରମାଳ, ଟେମରା,ବିରିପୁର ଘାଟ ।


ଆଉ ଚାରି ନାମ ବର୍ଣ୍ଣନା କରୁଛି ଶେଷ ରେ

ପାତର ବସା,କର୍ମେଲ୍,କର୍ଚଲା,ଜୁନାଗଡ ରେ   ।


ଲିଙ୍ଗରାଜ ମୁଢ କବିତା ରେ ଲେଖିଲା

ହାତିନଦୀ ବିଷୟ ରେ ଯାହା ଜାଣିଥିଲା ସେ ।


Rate this content
Log in

Similar oriya poem from Abstract