Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAZZ LINGARAJ MAJHI

Drama Action Crime

4  

RAZZ LINGARAJ MAJHI

Drama Action Crime

କଳିର ମହାଭାରତ

କଳିର ମହାଭାରତ

1 min
482


                

ସତେ ଏ ଜଗତ ଏକ କୁରୁକ୍ଷେତ୍ର  

ଏଠି ସବୁ ମିଛ ମିଛ ନୁହେଁ କିଛି  ସତ ।

ଅଛନ୍ତି ଏଠି ଦୁର୍ଯୋଧନ ,ଦୁ଼ଃଶାସନ

ସୁଯୋଗ ଦେଖି ନାରୀକୁ କରନ୍ତି ଅପହରଣ ।

ଆଉ ଅଛନ୍ତି ଜୟଦ୍ରଥ,କ‌‍‌ର୍ଣ୍ଣ , ମାମୁଁ ଶକୁନି

ଝିଅ ବୋହୁକୁ ଦେଖିଲେ କରନ୍ତି ହିନିମାନୀ  ।

କାହିଁ ଗଲେ ସେହି ଭଗବାନ ବାସୁଦେବ

ସୁଭୁ ନାହିଁ କି ନାରୀ ର କରୁଣ ଚିତ୍କାର  ।

ନାହିଁ ଏଠି ସେହି ବୀର ଭୀମସେନ

ଶପଥ ନେବାକୁ ଗଣେ ନାହିଁ ଦିନ  ।

ଯୁଧିଷ୍ଠିର ଅଛନ୍ତି କିନ୍ତୁ ଧର୍ମରେ ସେ ନାହିଁ

ପଶା କାଠି ପରି ସେ ଓଲଟି ଦିଅନ୍ତି  ।

ଏବେ ସେହି ସହଦେବ କଥା ଦେଉଛି ମୁଁ ଗାଇ

 ହାତ ଦେଖିବା ନା ରେ ଲୁଟି ନେଉଛନ୍ତି   ।

ଅର୍ଜୁନ ପରି ବିଦ୍ୟାର୍ଥି ଏ ଜଗତେ ନାହିଁ

ବିନା ଲାଞ୍ଚ ରେ କିଏ ଚାକିରି ପାଇଛନ୍ତି   ।

ଦ୍ରୋଣାଚାର୍ଯ୍ୟ ପରି ଗୁରୁ ଏବେ ବି ଅଛନ୍ତି

କିନ୍ତୁ ଏକଲବ୍ୟ ପରି ଶିଷ୍ୟ ଏ ଧରା ରେ ନାହିଁ   ।

କଳି ର ମହାଭାରତ ଏଠି କଲି ସମାପନ

ଲିଙ୍ଗରାଜ କହେ ଭୂଲ ଥିଲେ କ୍ଷମା ଦେବ ସବୁ ଜନ ।।



Rate this content
Log in

Similar oriya poem from Drama