STORYMIRROR

RAZZ LINGARAJ MAJHI

Children

3  

RAZZ LINGARAJ MAJHI

Children

ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା

1 min
163


ଏ କି ହେଲା ଏ କି ହେଲା  

 ବିନା ପରୀକ୍ଷା ରେ ପାସ ହେଇ ତୋ ଗଲା ।


କିଏ କହିଲା ଚୋରାନବେ ତୋ କିଏ କହିଲା ଷାଠିଏ  ଫଳାଫଳ ଦେଖି

ହସେ କିଏ ତୋ ଘରେ ବସି କାନ୍ଦେ କିଏ ।


ପରୀକ୍ଷା ସରିଲା ଫଳ ବାହାରିଲା

କିନ୍ତୁ ଚିନ୍ତା ରେ ଏବେ ମାଟ୍ରିକ ପିଲା ।


ଯୁକ୍ତ ଦୁଇ ପାଇଁ ଦେବେ ପ୍ରବେଶିକା ପରୀକ୍ଷା 

ଦୁନିଆ କହୁଛି ଏବେଜାଣିବା କିଏ ମେଧାବୀ ଛୁଆ।


ଆଗେ କହୁଥିଲେ ସଭେ ପରୀକ୍ଷା ନ ହେଉ ନ ହେଉ

ଏବେ କହୁଛନ୍ତି ପରୀକ୍ଷା ହେଇ ଥିଲେ ପାଇଥାନ୍ତୁ ମାର୍କ ଆଉ ।


ଆଉ ଗୋଟେ କଥା ଏବେ ଶୁଣିବାକୁ ମିଳୁଛି

ପିଲାଏ କହନ୍ତି ବିନା ପରୀକ୍ଷା ରେ ମୁଁ ଫେଲ ହେଇଛି ।


ଏହି ପରି କେତେ କେତେ କଥା ମାନ ରହିଗଲା ବହୁତ 

 ଲିଙ୍ଗରାଜ କହେ ଭୁଲ ଥିଲେ କ୍ଷମା ଦେବ ମୁଁ କରେ ଦଣ୍ଡବତ ।



Rate this content
Log in

Similar oriya poem from Children