STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସମ୍ପର୍କ

ସମ୍ପର୍କ

1 min
218

ସମ୍ପର୍କର

କଣ୍ଟକିତ ଗୋଲାପ ବନରେ

ମୁଁ ଆଜି ସହିଛି

କେତେ ମାନ ଆଉ ଅପମାନ

ଆହତ କ୍ଷତ ଵିକ୍ଷତ,

ସମ୍ପର୍କ ଏକ ଅବିଛେଦ୍ୟ ଅଙ୍ଗଟିଏ

ଅସ୍ତିତ୍ବ ନଥାଏ କିଛି ମାନେ ନଥାଏ

ଏ ସମ୍ପର୍କ ଆତ୍ମା ସହିତ ପରାତ୍ମା ଜୀବନର

ସଂଜ୍ଞାହୀନ ଲାଗେ

ଭିତ୍ତିହୀନ ପ୍ରାସାଦ ଅଟ୍ଟାଳିକା ଟିଏ ଜୀବନ

କଳ୍ପନା ହିଁ କରିହୁଏନା

ବୁଝିବାକୁ ଅନ୍ତିମ ସତ୍ୟ

ଫେରିବାକୁ ଲକ୍ଷ୍ୟସ୍ଥଳୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract