STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମନ

ମନ

1 min
5

ଶାନ୍ତିର ନଗରୀରେ ଅଶାନ୍ତ ଗ୍ରହଟିଏ ମନ 
ତୃପ୍ତିର କାମନାରେ ଅତୃପ୍ତ ଆତ୍ମାଟିଏ ମନ 
ସଭ୍ୟତାର ସୋପାନରେ, ଯନ୍ତ୍ରଣାର ନଗରୀରେ 
ଚେତନାର ଚମକ ଟିଏ ମନ, ବ୍ୟକ୍ତ ଭାବନାରେ 
ଅବ୍ୟକ୍ତ ଯନ୍ତ୍ରଣା ର ଗନ୍ତାଘର ଯେବେ ପାଲଟିଯାଏ 
ଅଜଣା ସହରରେ ପରିଚିତ ନଗରୀଟିଏ ମନ 
ଚଳଚଞ୍ଚଳ ମନ, କ୍ଷିପ୍ର ଉଡ଼ନ୍ତା ଜାହାଜ ଟିଏ ମନ 
ଦୃଢ ଶକ୍ତ ଶିକୁଳିଟିଏ ମନ, ସୀମାହୀନ 
ସାଗର ଟିଏ ମନ, ଭଙ୍ଗା ମନକୁ ଯେବେ ଯୋଡିଦିଏ 
ଆଇନା ପାଲଟିଯାଏ ମନଟା, ଯେଉଁଠି ମୁଁ 
ପ୍ରତିଫଳନ ଦେଖେ......................................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

କଳଙ୍କ

କଳଙ୍କ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

Similar oriya poem from Abstract