କଳଙ୍କ
କଳଙ୍କ
ଆଶ୍ୱାସନା ଆଉ ଶାନ୍ତନା ଏକାଭଳି ଲାଗେ
କିନ୍ତୁ ଏକା ନୁହେଁ, ମନ୍ଦିର ଆଉ ଘର
ଏକାଭଳି ଲାଗେ କିନ୍ତୁ ଏକା ନୁହଁ
ଦିନ ଆଉ ଦୀନ ଏକା ଭଳି ଲାଗେ
କିନ୍ତୁ ଏକା ନୁହେଁ, ଭଲପାଇବା ସ୍ବର୍ଗୀୟ
ଯେଉଁଠି କଳଙ୍କ ର ଚି଼ହ୍ନ ନ ଥାଏ
ମୁଁ କିନ୍ତୁ ଚାହେଁନା କେବେ ଜୀବନରେ
କଳଙ୍କ, କି ସ୍ମୃତିରେ କଳଙ୍କ
କି ଭଲ ପାଇବାରେ କଳଙ୍କ.......................
