STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମାର୍ଗ

ମାର୍ଗ

1 min
6

ଅନୁଭୂତି ଯଦି ବିଭୁତି ହୁଏ 
ସେହି ବିଭୁତିକୁ ସାଉଁଟିନିଏ 
ଜୀଵନ ଭଳି ଏକ ଉପାଦେୟ 
ଗ୍ରନ୍ଥରୁ ସେହି ବିଭୁତିକୁ ମୁଁ ପିନ୍ଧେ 
ମୁଁ ଲଗାଏନି କୁଙ୍କୁମ ଚନ୍ଦନ 
ମୁଁ ପିନ୍ଧେନି ବିଭୁତି 
ମୁଁ ସାଉଁଟେ ଅନୁଭୂତିର ବିଭୁତି 
ନିତି ପୂଜା କରେ ଚନ୍ଦନ ଲିପେ 
ଜୀବନର ସଠିକ ମାର୍ଗ ଖୋଜେ 
ଜିଁବାକୁ ଏକ ଘର ଖୋଜେ 
ଯେଉଁ ଘରର ନାଆ ମୁଁ 
ଆଗରୁ ରଖେ, ପାପମୁକ୍ତ ଜୀଵନ 
ଶାନ୍ତିରେ ଜିଁବାର ଘର 
ମୋକ୍ଷ ର ମାର୍ଗ........................................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

କଳଙ୍କ

କଳଙ୍କ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

Similar oriya poem from Inspirational