STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମଣିଷ

ମଣିଷ

1 min
5

ମୁଁ ଅଦମ୍ୟ ଉଚ୍ଚାହ, ମୁଁ ଅସୀମ ପ୍ରେରଣା 
ମୁଁ ଵିନ୍ଦୁ ମଧ୍ୟରେ ସିନ୍ଧୁ, ମୁଁ କ୍ଷୁଦ୍ର ମଧ୍ୟରେ ବିଶାଳ 
ମୁଁ ସୁକ୍ଷ୍ମ ମଧ୍ୟରେ ସ୍ତୁଳ, ଘୃଣା ଭିତରେ ଭଲପାଇବା 
ପାପ ଭିତରେ ପୁଣ୍ୟ, ମିଥ୍ୟାର ସହରରେ ସତ୍ୟତା 
କଳ୍ପନାର ନଗରରେ ବାସ୍ତବ ତା, ବ୍ଲାକହ୍ୱାଇଟ 
ଦୁନିଆର, ରଙ୍ଗୀନ ସ୍ୱପ୍ନର, ସ୍ୱାର୍ଥର 
ବଜାର ରେ ପଣ୍ୟ ନୁହେଁ ମୁଁ 
ମୁଁ ରଙ୍ଗୀନ ଦୁନିଆ ର ନିସ୍ଵାର୍ଥ ମଣିଷ 
ମୁଁ ବାସ୍ତବ ଦୁନିଆ ର ସାର୍ଥକ ମଣିଷ...............................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

କଳଙ୍କ

କଳଙ୍କ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

Similar oriya poem from Abstract