STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମଧୁସନ୍ଧାନ

ମଧୁସନ୍ଧାନ

1 min
5

ବ୍ୟର୍ଥ ଜୀବନକୁ ସାର୍ଥକ କରି 
ଗଢି ତୋଳିବାର ଉଦ୍ୟମ ରେ 
ମୁଁ ଯେବେ ପ୍ରଚେଷ୍ଟା ଜାରି ରଖେ 
ସେତିକିବେଳେ ମନଟା 
ସ୍ବପ୍ନ ଦେଖେ ଜିଁବାକୁ ଏକ
ଉତ୍କୃଷ୍ଟ ଜୀଵନ, ମାର୍ଗ ଖୋଜେ 
ସାହାରା ଖୋଜେ, ଜିଁବାର ରାହା 
ବଂଚିବାର ସାହା ବାହା 
ଏଠି ମଣିଷ ବଞ୍ଚିବା ପାଇଁ ବି 
ସଂଗ୍ରାମ କରିବାକୁ ପଡେ 
ତା ନାର୍ଯ୍ୟ ଅଧିକାର ପାଇଁ 
ଜୀଵନ ଭଳି ଜୀଵନ ଜିଁଵା ପାଇଁ 
କାରଣ ସେ ସବୁଠି ମଧୁର 
ସନ୍ଧାନ ରେ ବ୍ରତୀ ରହେ..............................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

କଳଙ୍କ

କଳଙ୍କ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

Similar oriya poem from Inspirational