Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଆଖି ଗଲା ପୁରି

ଆଖି ଗଲା ପୁରି

1 min
361



ଆଖି ଗଲା ପୁରି ଦେଖି ରୂପ ଶିରୀ

   କନ୍ଦର୍ପ ଯାଉଛି ଝରି

ମୋ ମନ କଳସ ଭରି ଯାଏ ରସେ

   ଦେଉଳ ବେଢାରେ ବୁଲି ।


ଆତ୍ମା ଶାନ୍ତି ମୋର ତୁଳସୀ ଜଳରେ

    ଚିତ୍ତ ଶୁଦ୍ଧି ତୋ ଦର୍ଶନେ

ଚର୍ମ ଶୁଦ୍ଧି ମୋର ବେତ ମାଡ଼େ ତୋର

    କର୍ଣ୍ଣ ଶୁଦ୍ଧି ତୋ ଭଜନେ

ପାଦ ଧନ୍ୟ ମୋର ବେଢାରେ ତୋହର

    ବାଇଶି ପାହାଚେ ଚାଲି ।


ଆନନ୍ଦ ବଜାରେ ଅବଢ଼ା ଖଞ୍ଜାରେ

    ଦେଖି ପେଟ ଯାଏ ପୁରି

ଗୀତା ଭାଗବତ ଜ୍ଞାନକୁ କେହିତ

    ସଂସାରେ ନୁହଁଇ ସରି

ଧନ୍ୟ ମୋର ଗାତ୍ର ବୁଲିଗଲି କ୍ଷେତ୍ର

     ବୃନ୍ଦାବନ ସମ ପୁରୀ ।



Rate this content
Log in

Similar oriya poem from Inspirational