ମନ
ମନ
ମନ ଭଳି ଅଶାନ୍ତ ଗ୍ରହଟିଏ
ଦେଖିନଥିଲି ମୁଁ କେବେ
ମନଭଳି ଚଳ ଚଞ୍ଚଳ
ଚିଜଟିଏ ଦେଖିନଥିଲି ମୁଁ କେବେ
ମନ ପକ୍ଷୀଟିଏ ଖାଲି ଉଡ଼ୁଥାଏ
ମନର ମିଜାଜ ଏଠି ଵୁଝିଛି ବା କିଏ
ମନ ଅନିୟନ୍ତ୍ରିତ, ଶୃଙ୍ଖଳା ଆଉ
ନିୟନ୍ତ୍ରଣ ର ଅଭାବ ରେ କେତେ ଯେ
ଯାତନା ଭୋଗେ ହେଲେ ମନ
ଚଳ ଚଞ୍ଚଳ କ୍ଷିପ୍ର ପୁଣି ଉଡ଼ନ୍ତା
ଜାହାଜ ଟିଏ, ଏହି ମନ ଯେବେ
ନିୟନ୍ତ୍ରିତ ହୁଏ, କେତେ କଣ
ଗଢିଦିଏ, ଯେବେ ଅନିୟନ୍ତ୍ରିତ
ହୁଏ ଯାତନା ଭୋଗେ.............
