STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମୁଁ

ମୁଁ

1 min
5

ମୁଁ ଯନ୍ତ୍ର ନୁହେଁ ତ୍ରୁଟିହୀନ, ମୁଁ ମନ୍ତ୍ର ନୁହେଁ ସଫଳତା 
ମୁଁ ସୋପାନ ଟିଏ, ଶ୍ରେଣୀଭୁକ୍ତ ପର୍ଯ୍ୟାୟଭୁକ୍ତ 
ମୁଁ ବିଶାଳ ନଗରୀଟିଏ କଳ୍ପନାର 
ରଙ୍ଗୀନ ବାସ୍ତବତାର 
ମୁଁ ମନଛୁଆଁ ହୃଦୟସ୍ପର୍ଶୀ 
ମନଟିଏ ମୁଁ ଚିତ୍ରଟିଏ 
ମୁଁ ବିଚିତ୍ର, ମୁଁ ଶୈଳୀଟିଏ 
ମୁଁ ଗଠନାତ୍ମକ ସୃଜନାତ୍ମକ 
ମୁଁ ଶାନ୍ତ କାନ୍ତ, ନିରବିଛିନ୍ନ 
ଅହ ରହ ଅବିଶ୍ରାନ୍ତ.......................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

କଳଙ୍କ

କଳଙ୍କ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

Similar oriya poem from Abstract