ଘର
ଘର
କେବେ ସ୍ରଷ୍ଟା କେବେ ନିରବଦ୍ରଷ୍ଟା
କେବେ ଶାନ୍ତ କାନ୍ତ, କେବେ ଭୀଷଣ
ଭୟଙ୍କର, କେବେ ଅଶାନ୍ତ
କେବେ ଚଳ ଚଞ୍ଚଳ
କେବେ ବ୍ୟସ୍ତ ବିବ୍ରତ
କେବେ ଜଂଜାଳ ଗ୍ରସ୍ତ
କେବେ ଆଘାତ ପ୍ରାପ୍ତ
କେବେ ନିରଳସ
କେବେ ସୁସ୍ଥ ସୁନ୍ଦର
କେବେ ଆନମନା
କେବେ ସ୍ବପ୍ନ ବିଭୋର
କେବେ ଦୁଃଖ ଜଂଜାଳ
ଯାତନାର ସହର
କେବେ ବାସ୍ତବତା ର ଘର
