STORYMIRROR

Sudhashree Bhattamisra

Inspirational

4.4  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
3

ଜୀଵନ ଯେବେ ଆଲୋକ ବର୍ତ୍ତିକା ଟିଏ ହୁଏ 
ସେତିକିବେଳେ ସେ ମାର୍ଗ ଅନ୍ୱେଷଣ କରେ 
ଜୀଵନ ଯେବେ ଉଦ୍ୟାନ ହୁଏ 
ସେ ପୁଷ୍ପ ବିତରଣ କରେ 
ଜୀଵନ ଯେବେ ଆକାଶ ହୁଏ 
ସେ ସେଠି ଆଶ୍ରୟ ନିଏ 
ଜୀଵନ ଯେବେ ସାଗର ହୁଏ 
ସେଠି ସେ ଆବର୍ଜନା ଧୂଏ 
ଜୀଵନ ଯେବେ ପଦ୍ମ ହୁଏ 
ବିକଶିତ ହୁଏ, ଜୀଵନ ଯେବେ 
ନିର୍ଝରଣୀ ହୁଏ ସେହି 
ମଧୁର ଜଳକୁ ସେ ପାନ କରେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational