STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
3

ଅସରନ୍ତି ଶକ୍ତିର ସ୍ରୋତ ଟିଏ ଜୀଵନ 
ଅସରନ୍ତି ଶକ୍ତିର ଉତ୍ସଟିଏ ଜୀଵନ 
ଜୀଵନ ପ୍ରଗଲଭା ନଈଟିଏ 
ସେ ବହିଯାଏ ସମୟ ସ୍ରୋତରେ 
ଶୀତଳତା ର ପ୍ରତୀକ ନଈ ଟିଏ 
ଆନନ୍ଦର ଉତ୍ସଟିଏ ଜୀଵନ 
ଇଛାର, ଆକାଂକ୍ଷା ର ଅଦମ୍ୟ 
ପ୍ରୟାସ ଟିଏ ଜୀଵନ 
ସଫଳତାର ପ୍ରତୀକ ଜୀଵନ 
ଭଲପାଇବାର ବାହାନା ଜୀଵନ 
ଅଙ୍କା ବଙ୍କା ରାସ୍ତାରେ ସଠିକ 
ଠିକଣା ଜୀବନ, ଶକ୍ତିର 
ଅସରନ୍ତି ଭଣ୍ଡାର ଜୀଵନ 
ନୂଆ ନୂଆ ଉଦ୍ଭାବନ ଅନ୍ୱେଷଣ 
ଜୀଵନ, ସତ୍ୟର ସନ୍ଧାନ ଜୀଵନ 
କୁପଥରୁ ସୁପଥକୁ ଫେରି ଆସିବା ଜୀଵନ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational