Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ବର୍ଷାଟିକେ ଶୁଣି ଯା ମୋ କଥା

ବର୍ଷାଟିକେ ଶୁଣି ଯା ମୋ କଥା

1 min
160



ତୁ ତ ସ୍ୱାଧୀନ "ବର୍ଷା" କାଳ କାଳ ଧରି

ଆମେ କିନ୍ତୁ ଏବେ ଏବେ

ପରାଧିନୁ ଆସିଛୁ ମୁକୁଳି,

"ବର୍ଷା" ଲୋ ତୁ 

ତୋ ଇଛାର ମାଲିକ ସର୍ବଦା

ଆମର ତ ଇଛା ବୋଲି କିଛିନାହିଁ

ଆମେସବୁ ଚିର ହତଭାଗା I

"ବର୍ଷା" ତୋତେ କେହି ଯଦି

କଷ୍ଟ କେବେ ଦିଏ

ତୋ ଆଖିରୁ ଅଗ୍ନି ଝରେ

ସେ ନିଆଁରେ ଏ ଜଗତ 

ଜଳିଜଳି ଯାଏ I

ସଜ୍ଜଳ ଆଖିରେ ତୋର 

ଅଗ୍ନିର ସ୍ପୁଲିଙ୍ଗ,

ଜଳ ବଦଳରେ ଅଗ୍ନି ବର୍ଷେ

ସଭିଙ୍କର କରେ ସ୍ୱପ୍ନଭଙ୍ଗ I

ତୁ‘କଣ ଦେଖିନୁ "ବର୍ଷା"

ଆମପରେ ଅତ୍ୟାଚାର ହେଲେ

ସାରାରାଜ୍ୟ ପ୍ରକମ୍ପିତ ହୋଇଯାଏ

କାହାର ସେ ତାତ୍ସଲ୍ୟ ହସରେ I

ତୁ ତ ସହିଛୁ ବର୍ଷା,

ଏବେ ଏବେ ଆମେ ବି ସହୁଛୁ

ଆଖି ଲୁହ ପିଇ ପିଇ

ଛଳନାର ହସ ବି ହସୁଛୁ I

ସେ ପାଇଁ "ବର୍ଷା" ତୁ ଆଜି

ନିର୍ଦ୍ଦୟ ନହୋଇ

ଅବିରତ ବର୍ଷି ଯାଆ

ସବୁ ଆଖି ଲୁହ ନେ‘ ଧୋଇ I

      


Rate this content
Log in