STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଗୁଜବ

ଗୁଜବ

1 min
80

ହତାଶ ମୁହୂର୍ତ୍ତରେ

ଅନ୍ତରର ଇଚ୍ଛା

ଉଲ୍ଲାସ ମୁହୂର୍ତ୍ତରେ

ଅନ୍ତରର ଇଚ୍ଛା

ପ୍ରତିଫଳନ ଏବେ

ଅନ୍ତରର, ଇଚ୍ଛା

ଏକ ରକମ

ଆବେଗ ହସ କାନ୍ଦର

ପ୍ରତିଧ୍ୱନି କହେ ଏବେ

ପ୍ରତିଟି ବାସ୍ତବତା

ଗୁଜବଟା ଵୁଝିଛି ମୁଁ

ଇଚ୍ଛା ସବୁ ମୋର ଘୋଡା

କିନ୍ତୁ ଇଚ୍ଛା ହୁଏ ଚଢିବାକୁ

ସଫଳତା ଏକ ସୋପାନ

ସିଡ଼ି, ଉତ୍ସlହ ଆଉ ଉନ୍ମାଦନା

ଭୁଲିବାକୁ ପ୍ରତିଟି ବିଫଳ ତା

ସତ ଏବେ ବଜାରରେ ହାଟର

ସଉଦା ମିଛ ଏକ ବାହାନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract