Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Bedanta Bagarty

Abstract Others

3.0  

Bedanta Bagarty

Abstract Others

ଡାକୁଛେ ଗାଁ ମାଟି

ଡାକୁଛେ ଗାଁ ମାଟି

1 min
182



   ମନର୍- ଇଛା        ମନ୍ ଟାନୁଛେ

   ସମିଆଁ -ସାଥି ସୁରେ ,

   ମନ୍ ହେଉଛେ        ଘାରୀ ଧିରେ ଧରେ  

   ଚିହ୍ନି ଦେଖ୍ ରେ ବାବୁ ନିଜ୍ କେ ଥରେ !!

   କଷ୍ଟେ ଆରୁ ନାଇଁ ହୁଅନ ଘାଟିରେ 

   ମନ୍ କେ ଡାକୁଛେ ଗାଁ ମାଟିରେ 

   ମନ୍କେ ଡାକୁଛେ ଗାଁ ମାଟିରେ ।


 ଡାକୁଛେ ମନ୍ କେ ଗାଁ ମାଟିରେ 

  ମନ୍ କେ ଡାକେ ପବିତ୍ର ମାଟିରେ 

  ଡାକୁଛେ ସତେ ମାଁ ମାଟି ,

 ଅନ୍ଧାର୍ ଜାଲ୍ କେ ଦେକାଟିରେ 

 ମନ୍ ଡାକୁଛେ ଇ ମାଟିରେ ..!!





Rate this content
Log in

More oriya poem from Bedanta Bagarty

Similar oriya poem from Abstract