STORYMIRROR

Bedanta Bagarty

Abstract Others

3  

Bedanta Bagarty

Abstract Others

ମୋ ଜୀବନ ହିଁ ଅମାବାସ୍ୟା ରାତି

ମୋ ଜୀବନ ହିଁ ଅମାବାସ୍ୟା ରାତି

1 min
149

ଏ ଜୀବନ ହିଁ ଅମାବାସ୍ୟା ରାତି

କେବେ ଅନ୍ଧ କାର୍ ଭିତରେ ଢାକି ହେଇ ଥାଏ 

ତ କେବେ ପୂର୍ଣ୍ଣିମା ର ଚନ୍ଦ୍ରମା ପରି ଝଲୁ ଥାଏ ।

      କେବେ ନିର୍ଜୀବ ପଥର ପରି 

      କୌଣସି ଚିତ୍କାର କରି ନଥାଏ,

ତ କେବେ ଝରଣା ରେ ଝରୁ ଥିବା ପାଣି ପରି ଝରୁ ଥାଏ ।।

   

ଠିକ୍ ସେମିତି ଜୀବନରେ ଜଳୁ ଥିବା ନିଆଁ

   ଜାଳି ବା ପାଇଁ ଆସି ନଥାଏ

ଜୀବନ ରେ ଆସି ଥିବା ଦୁଃଖ କଷ୍ଟ ହିଁ 

   ଜୀବନକୁ ଆଲୋକିତ କରି ଥାଏ ।।


 କେବେ ଜୀବନ ଅନ୍ଧାର ର ଝିମ୍ ରାତି ହେଇ ଥାଏ

ତ ଆଉ କେବେ କଳା ମେଘ ପରି ହେଇ ଥାଏ   

ଏ ଜୀବନ ହିଁ ଋତୁ ପରି ବଦଳୁ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract