STORYMIRROR

Bedanta Bagarty

Abstract Inspirational Others

4  

Bedanta Bagarty

Abstract Inspirational Others

ଅଳ୍ପ ସମୟର ଜୀବନ

ଅଳ୍ପ ସମୟର ଜୀବନ

1 min
286


ପବନ ତିତ୍ସାରେ ମଣିଷ ଚାଲିଛି

            ସପନ ରାଇଜ ପଥେ ।

ଝଡ଼ ଝଞ୍ଜା ସହି ହୁଏ ଢଳ ଢଳ

            ସମୟର ଗତି ପଥେ ।(୧)

          

 ତଥାପି ଜୀବନ ମଉଳି ଯାଏ

         ସମୟ ବୁଝେ ନାହିଁ କିଛି ବେଲ କାଳ 

ଜୀବନେ ଜଳୁଥିବା ଦୀପ ଲିଭି ଯାଏ 

           ଏହାତ କର୍ମ ର ଯଞ୍ଜାଳ (୨)

           

ଅଳ୍ପ ସମୟ ଜୀବନ ର ଗତି

            ଆରକ୍ଷଣ ରହେ ନାହିଁ । 

ବଞ୍ଚିବା ମରିବା ମଝିରେ ଜୀବନ

         ହିଂସା ଅହଙ୍କାର ଅଭିମାନ କାହିଁ । (୩)


ତୁଚ୍ଛ ଛୋଟ ଏହି ମଣିଷ ଜୀବନ

                ତତ୍ କ୍ଷଣେ ଏଠି ନାହିଁ

ମିଛ ମାୟା ଜାଲେ ମୋର ମୋର ବଳି

                ମନକୁ ଝାମ୍ପେ କାହିଁ । (୪)


Rate this content
Log in

Similar oriya poem from Abstract