STORYMIRROR

Bedanta Bagarty

Children Stories Classics Others

3  

Bedanta Bagarty

Children Stories Classics Others

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
115


ଜୀବନ ର ଦୀପରେ 

ଚିନ୍ତାର ତେଲ ରେ ଆଁଖି କୁ କଲି ଦୁଇ ବତୀ


ଦୁଃଖର ସଳିତା ରେ

ଘୋର ଅଁମାବାସ୍ୟା ରାତି

ପାଳେ ଆଜି ଏ ଜୀବନ ଶୁଭ ଦୀପାବଳୀ ।


ଛୋଟ ଆଶାରେ ଉଜ୍ଜଳ ର ଆକାଶେ

ଅନ୍ଧ କାର କୁ କରେ ନାଶ !


ଅଳ୍ପ ଆଶା ନେଇ ହସି ହସି ଜଳେ

ରଖି ଲମ୍ବା ବିଶ୍ୱାସ !


ଛୋଟ ଏହି ସଂସାରେ ଛୋଟ ତା ଜୀବନ

ଛୋଟ କରେ ନାହିଁ ମନ

ଯେତେ ଦିନ ଯାଏ ଥିବା ଏ ପୃଥିବୀରେ

ସମସ୍ତେ ଏ ଦୀପାବଳି ସମାନ !

ଶୁଭ ଦୀପାବଳି ଆସିଛି ଆଜି

ଛୋଟ ଆଶା ର ଶବ୍ଦ ମନେ ଧରି

ଦିନେ ସମସ୍ତେ ହେବା ଦୀପ ଟେ ପରୀ !



Rate this content
Log in