ପ୍ରଣାମ୍ ଦେବୀ ସରସ୍ୱତୀ
ପ୍ରଣାମ୍ ଦେବୀ ସରସ୍ୱତୀ
ହେ ବିଣା ବାଦିନି ମା ସରସ୍ୱତୀ
ଅନ୍ଧକୁ ଦେଖାଉ ବାଟ ତୁ କଣ୍ଠେ ବସୀ
ତୋ କରୁଣା ଭିତି ଭୂମିରେ
କଳାର ରହସ୍ୟ ଯାଏ ବରଷି ।
ହେ ମାଁ ହଂସ ବାହିନି ସରସ୍ୱତୀ
ତୁମ ପାଦ ତଲେ କୋଟି ବିନତୀ
ବର୍ଷାର ଲହଢି ହେଇ କମ୍ପି ଉଠେ ମମ କଣ୍ଠେ ବିଯେତା ତୁମରୀ
ଏ ଆଁଖିକୁ ଅନ୍ଧାର ଯାଏ ଆପେ ଶେଷ ସରୀ ।
ଜୟ ଦେବି ମାଁ ସରସ୍ୱତୀ
ତୋର୍ କରୁଣା ଲାଗିରହୁ ମାଁ ସଦା ଏ ବିନତୀ ।
