STORYMIRROR

Manaswinee Dash

Abstract

3  

Manaswinee Dash

Abstract

କବିତା ର ସଂଚୟ

କବିତା ର ସଂଚୟ

1 min
151


ମନରେ ଉଜ୍ଜୀବିତ ନୂତନ ଚିନ୍ତାଧାରା ନିଏ ରୂପ କବିତାର, 

କେବେ କହିଯାଏ ହୋଇ ଗୋଟେ ଚିରସ୍ରୋତା ନଦୀର ଧାର। 


କେବେ ସେ କହିଯାଏ ଅତୀତ, ବର୍ତମାନ ଅବା ଭବିଷ୍ଯତ, 

କେବେ କହିଯାଏ ଗାଥା ସାମାଜିକ ଅବା ବ୍ୟକ୍ତିଗତ। 


ଗାଇ ଯାଏ ଇତିହାସ ର ଗାଥା, କେବେ ପୁଣି ବୀରତ୍ବର ସତ୍ଯତା, 

ହେଲେ ସଦା ବାନ୍ଧି ଦିଏ ଏକ ଅଦୃଶ୍ଯ ଖିଅ ସୂତା। 


ଯାହା କହି ବା ବୁଝେଇ ହୁଏନା କଥାରେ, 

ତାହା କବିତା କହେଓ ହ୍ରୁଦୟନ୍ଗମ କରାଏ ଅନାୟାସରେ। 


କବିତା ଆଣିପାରେ ହ୍ରୁଦ୍ଦସଂଜମ, ଲହୁ ଅବା ରୋଗ ଦ୍ବେଷ, 

ଫେରାଏ ଘରକୁ ଯିଏ ପଳେଇଛି ବିଦେଶ। 


ସାମାନ୍ୟ କେଇ ଅଳନ୍କ୍ରୁତ ଶବ୍ଦରେ କହିଯାଏ କଥା ଅହେତୁକ, 

ଏଇ ତ କବିର ସାମର୍ଥ୍ଯ ଏବଂ ତା ବିବେକ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract