ମନ କୋହ
ମନ କୋହ
ମନରେ ଭରି ଛିଡା ଅଜସ୍ର କୋହ
ବହୁତ କିଛି କହିବାକୁ ଚାହୁଁଛି
କହିବି ବା କାହାକୁ
ସମସ୍ତେ ନିଜ ଜୀବନରେ ବ୍ୟସ୍ତ।
ଏପରି ନୁହେଁ କହିବାକୁ ଲୋକ ନାହାଁନ୍ତି
ମୁଁ ନିଜେ ସିନା କହିକି ହାଲୁକା ହେଇଯିବି
ହେଲେ ସେମାନେ
ମୋ ପାଇଁ ହେବେ ବ୍ୟସ୍ତ।
ମନରେ ଭରି ଛିଡା ଅଜସ୍ର କୋହ
ବହୁତ କିଛି କହିବାକୁ ଚାହୁଁଛି
କହିବି ବା କାହାକୁ
ସମସ୍ତେ ନିଜ ଜୀବନରେ ବ୍ୟସ୍ତ।
ଏପରି ନୁହେଁ କହିବାକୁ ଲୋକ ନାହାଁନ୍ତି
ମୁଁ ନିଜେ ସିନା କହିକି ହାଲୁକା ହେଇଯିବି
ହେଲେ ସେମାନେ
ମୋ ପାଇଁ ହେବେ ବ୍ୟସ୍ତ।